Last updated: 16-10-2025 01:12:32
Agro Advisory
-
* ପ୍ରତିଦିନ ବାଛୁରୀକୁ ୨୦-୨୫ ଗ୍ରାମ ଓ ବଡ଼ ବାଛୁରୀକୁ ୫୦ ଗ୍ରାମ ଖଣିଜ ଲଵଣ ମିଶ୍ରଣ ଖାଦ୍ୟରେ ମିଶାଇ ଦେବା ଜରୁରୀ ଅଟେ. ଦୁଧିଆଳୀ ଗାଈକୁ ୧୦୦-୨୦୦ ଗ୍ରାମ ଦେଲେ ଭଲ
-
* ସ୍ତନହରା ରୋଗ ଠାରୁ ଗାଈକୁ ରକ୍ଷା କରିବା ପାଇଁ ପହ୍ନାରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ଦୁହିଁବା ଜରୁରୀ ଅଟେ। କ୍ଷୀର ଦୁହିଁବା ସମୟରେ ଗାଈକୁ କିଛି ଦାନା କିମ୍ବା ଘାସ ଖାଇବାକୁ ଦେବା ଉଚିତ୍।
-
* ଗାଈମାନଙ୍କୁ ଅନ୍ତଃକୃମିରୁ ରକ୍ଷା କରିବା ନିମନ୍ତେ ସେମାନଙ୍କୁ ପରିଷ୍କାର ପିଇବା ପାଣି ଦିଅନ୍ତୁ ଏବଂ ପ୍ରତି ୬ ମାସରେ ପ୍ରାଣୀ ଚିକିତ୍ସକଙ୍କୁ ଦେଖାଇ ଝାଡା ପରୀକ୍ଷା କରାଇ କୃମିନାଶକ ଔଷଧ ଦିଅନ୍ତୁ।
-
* ହରଡ ଫସଲରେ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ପ୍ରୋଫେନୋଫସ୍ ଏବଂ ସାଇପରମେଥ୍ରିନର ମିଶ୍ରଣକୁ ଏକ ଲିଟର ପାଣିରେ ୨ ମି.ଲି ହିସାବରେ ସିଞ୍ଚନ କରନ୍ତୁ ଏବଂ ପତ୍ରପୋଡା ରୋଗର ନିରାକରଣ ନିମନ୍ତେ ଏକ ଲିଟର ପାଣିରେ ୩ ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ୧୦ ଦିନ ଅନ୍ତରରେ ୩ ଥର ସିଞ୍ଚନ କରନ୍ତୁ ଓ ଫସଲରୁ ଜଳ ନିଷ୍କାସନ କରନ୍ତୁ। ପତ୍ରଛନ୍ଦା ଓ ଛୁଇଁବିନ୍ଧା ପୋକର ସମସ୍ୟା ଦେଖାଦେଲେ ଏହାର ଦମନ ପାଇଁ ଏକର ପ୍ରତି ୪୦୦ ମି.ଲି. ପ୍ରୋଫେନୋଫସ୍ କିମ୍ବା ୩୦୦ ଗ୍ରାମ ଥାୟୋଡିକାର୍ବ ୨00 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
-
* ଧାନ ସାଇତି ରଖିଥିବା ବସ୍ତା ବା କୋଠାରୀରେ ପୋକ ଦେଖାଦେଲେ ଆଲୁମିନିୟମ୍ ଫସଫାଇଡ୍ ଟାବଲେଟ୍ ଏକ ଟନ୍ ପିଛା ୩ ଟି (ସମୁଦାୟ ୯ ଗ୍ରାମ) କନାରେ ଗୁଡାଇ ରଖନ୍ତୁ। ୭ ରୁ ୧୦ ଦିନ ପର୍ଯ୍ୟନ୍ତ ବସ୍ତା ବା କୋଠାରୀର ମୁହଁ ଭଲଭାବରେ ବନ୍ଦ ରଖନ୍ତୁ। ଲୋକ ଚଳପ୍ରଚଳ କରୁଥିବା ଜାଗାରେ ଏଭଳି ଔଷଧ ପ୍ରୟୋଗ କରନ୍ତୁ ନାହିଁ।
A NOTE FROM SENIOR SCIENTIST AND HEAD, KVK ANGUL
Krishi Vigyan Kendra, Angul has opened tremendous opportunities for income and employment generation at the district level. This farmer centric extension machinery facilitates development of farming community through capacity building, frontline demonstrations, on farm research trials, vocational programmes, extension activities for massive dissemination and percolation of technological interventions. Need based measures to promote diversification, value addition, processing and innovative marketing are also being initiated. Keeping in view the significance of holistic approach, KVK also works in a convergence model with line department officials and other development agencies. KVK is always busy in setting research and extension agenda to carry forward the technologies to the people and empower for their better living.
Prof. Pravat Kumar Roul
Hon’ble Vice Chancellor
OUAT, Bhubaneswar
News Corner
- Training Calender October 2025
- Live telecast programme of PM Kisan Sammelan dt. 02.08.2025.
- Live telecast programme of PM Kisan Sammelan dt. 27.08.2025.
- Celebration of Ek Ped Maa Ke Nam dt. 17.09.2025.
- Pledge taken by Staff members on Swachhata on 26.09.2025
- Live telecast of PM DDKY Programme dt. 11.10.2025.
- Celebration of Mahila Kisan Diwas on dt.15.10.2025
- Celebration of World Food Day on dt.16.10.2025
Related Links
Dr. Pradip Dey
Director, ICAR-ATARI
Kolkata (Zone-V)
Dr. Prasannajit Mishra
Dean, Extension Education
OUAT, Bhubaneswar