AGRO ADVISORY



* ମୃତ୍ତିକା ପରୀକ୍ଷା କରି ଫଳାଫଳ ଅନୁସାରେ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରନ୍ତୁ।

* ରୋଗ ପୋକରୁ ରକ୍ଷା କରିବା ପାଇଁ କୀଟନାଶକରେ ଅଠା ମିଶାଇ ସକାଳେ କିମ୍ବା ସଂନ୍ଧ୍ୟା ସମୟରେ ସିଂଚନ କରନ୍ତୁ।

* ଚାଷ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଦେୟମୁକ୍ତ Agrimedia app ବ୍ୟବହାର କରନ୍ତୁ।

* ଧାନରେ କାଣ୍ଡବିନ୍ଧା ପୋକ ଦେଖାଦେଲେ ଏକର ପିଛା ୪ କି.ଗ୍ରା. କ୍ଲୋରାଟ୍ରନିଲିପ୍ରୋଲ୍ ୦.୪ ଜି. ସହିତ ୪ କି.ଗ୍ରା. ବାଲି ସମାନ ଭାବରେ ମିଶାଇ ପ୍ରୟୋଗ କରନ୍ତୁ କିମ୍ବା କ୍ଲୋରାଟ୍ରନିଲିପ୍ରୋଲ୍ ୧୮.୫% ଏସ୍.ସି. ୬୦ ମି.ଲି. ଏକର ପିଛା ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

* ସଅଳ ରୁଆ ହୋଇଥିବା ଧାନ ଗଛରେ ପତ୍ରଚ୍ଛଦ ପୋଡା ରୋଗ ଦେଖାଦେଲେ ୧ ଲିଟର ପାଣିରେ ୧ ମି.ଲି. ଆମିଷ୍ଟାର କିମ୍ବା ସିଥମାର ୩ (ଭାଲିଡାମାଇସିନ ୩ ଏଲ୍) ୨ ମି.ଲି. ୧ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

* ଧାନ ଗଛରେ ପତ୍ର ପୋଡା / ପତ୍ରାଗାର ରୋଗ ଦେଖାଦେଲେ ୧ ଲିଟର ପାଣିରେ କପର୍ ଅକ୍ସିକ୍ଲୋରାଇଡ ୧.୫-୨.୦ ଗ୍ରାମ ମିଶାଇ ସିଂଚନ କରନ୍ତୁ। ୧ ଏକର ଜମି ପାଇଁ ୨୦୦ ଲିଟର ପାଣି ଆବଶ୍ୟକ ହୋଇଥାଏ।

* ମହିଷା ରୋଗ ଦେଖାଯାଉଥିବା ଜମିରେ କାର୍ବାଣ୍ଡାଜିମ୍ ୫୦ ଡବ୍ଲୁ.ପି. ପ୍ରତି ଲିଟର ପାଣିରେ ୨ ଗ୍ରାମ କିମ୍ବା ଟ୍ରାଇସାଇକ୍ଲାଜୋଲ ୭୫ ଡବ୍ଲୁ.ପି. ୦.୬ ଗ୍ରାମ ହିସାବରେ ମିଶାଇ ସିଞ୍ଚନ କରନ୍ତୁ।

* ଡେରିରେ ରୁଆ ହୋଇଥିବା ଧାନରେ ପ୍ରଥମ କିସ୍ତି ସାର ହିସାବରେ ଏକର ପ୍ରତି ୨୪ କେ.ଜି. ୟୁରିଆ ଏବଂ ୧୩.୫ କେ.ଜି. ଏମ୍.ଓ.ପି. ସାର ଧାନ ରୁଆର ୨୦ ରୁ ୨୫ ଦିନ ପରେ ପ୍ରୟୋଗ କରନ୍ତୁ।

* ବିଳମ୍ବିତ ଖରିଫ ପିଆଜ ଚାଷ ପାଇଁ ପିଆଜ ଚାରା ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ. କ୍ୟାପଟାନ କିମ୍ବା ଥିରାମ ୩ ଗ୍ରାମ ପ୍ରତି କେ.ଜି. ମଞ୍ଜିରେ ମିଶାଇ ବିଶୋଧନ କରି ତଳି ଘେରରେ ପକାନ୍ତୁ. ତଳି ଘେରକୁ ୧୫ ସେ.ମି. ଉଚ୍ଚତାରେ କରନ୍ତୁ ଓ ଦୁଇ ପାଖରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ. ଖରା ଅଧିକ ହେଉଥିଲେ ୫୦ % ସବୁଜ ଛାୟା ନେଟ ବ୍ୟବହାର କରି ଚାରାକୁ ସୁରକ୍ଷା ପ୍ରଦାନ କରନ୍ତୁ

* ମୂଳା ଓ ଗାଜର ଫସଲରେ ଗଛକୁ ଗଛ ଦୂରତା ବଜାୟ ରଖିବା ପାଇଁ ଅଧିକ ଚାରା ଉପାଡି ଦିଅନ୍ତୁ ଓ ଫସଲରେ ହୁଡ଼ା ଟେକି ଦିଅନ୍ତୁ

* କାକୁଡି ଓ ଜହ୍ନିରେ ଅଧିକ ମାଈ ଫୁଲ ଆସିବାପାଇଁ ୪ ମି.ଲି. ଇଥରେଲ ୧୬ ଲିଟର ପାଣିରେ ମିଶାଇ ୨-୪ ପତ୍ର ଅବସ୍ଥାରେ ସିଞ୍ଚନ କରନ୍ତୁ

* ଶୀତଦିନିଆ ଲଙ୍କା ଓ ବିଲାତି ବାଇଗଣ ଫସଲ ପାଇଁ ପୋକ ନିରୋଧୀ ମଶାରୀ ପରି ଜାଲ ତଳେ ଚାରା ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତୁ। ଏହା ଦ୍ବାରା ତଳିଘେରାରୁ ପତ୍ର ମୋଡା ପରି ଭୂତାଣୁ ଜନିତ ରୋଗରୁ ରକ୍ଷା କରି ହୁଏ।

* କୋବି ଜାତୀୟ ପନିପରିବାରେ ଦେଖାଯାଉଥିବା ପତ୍ରର କଳାପଚା ରୋଗ ଏବଂ ଟମାଟୋ, ବାଇଗଣ, ଲଙ୍କା ଭଳି ପନିପରିବାରେ ଦେଖାଯାଉଥିବା ଝାଉଁଳା ଭଳି ମୃତ୍ତିକା ବାହିତ ଏବଂ ଫସଲର ଅବଶେଷାଂଶ ଦ୍ୱାରା ବାହିତ ରୋଗକୁ ମୁକାବିଲା କରିବା ପାଇଁ ଲଗାତାର ଏହି ଫସଲ ସବୁ ଚାଷ କରନ୍ତୁ ନାହିଁ.

* ମୃତ୍ତିକା ସ୍ବାସ୍ଥ୍ୟ କାର୍ଡର ରିପୋର୍ଟ ଅନୁସାରେ ଫୁଲକୋବି ଫସଲରେ ବୋରାକ୍ସ (ହେକ୍ଟର ପ୍ରତି ୧୦-୧୫ କି.ଗ୍ରା) ଏବଂ ସୋଡିୟମ ମଲିବଡେଟ୍ (ହେକ୍ଟର ପ୍ରତି ୧.୫-୨.୫ କି.ଗ୍ରା) ଜମି ପ୍ରସ୍ତୁତି ସମୟରେ ମିଶାଇ ଦିଅନ୍ତୁ।

* ସ୍ତନହରା ରୋଗ ଠାରୁ ଗାଈକୁ ରକ୍ଷା କରିବା ପାଇଁ ପହ୍ନାରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ଦୁହିଁବା ଜରୁରୀ ଅଟେ। କ୍ଷୀର ଦୁହିଁବା ସମୟରେ ଗାଈକୁ କିଛି ଦାନା କିମ୍ବା ଘାସ ଖାଇବାକୁ ଦେବା ଉଚିତ୍।

* ପ୍ରତିଦିନ ବାଛୁରୀକୁ ୨୦-୨୫ ଗ୍ରାମ ଓ ବଡ଼ ବାଛୁରୀକୁ ୫୦ ଗ୍ରାମ ଖଣିଜ ଲଵଣ ମିଶ୍ରଣ ଖାଦ୍ୟରେ ମିଶାଇ ଦେବା ଜରୁରୀ ଅଟେ. ଦୁଧିଆଳୀ ଗାଈକୁ ୧୦୦-୨୦୦ ଗ୍ରାମ ଦେଲେ ଭଲ

NEWS CORNER



Scientific Advisory Committee Meeting was held on 2.11.2019; graced by Collector and District Magistrate

National Unity Day was celebrated on 31.10.2019

Vigilance Awareness Week was celebrated on 30.10.2019

Live telecast programme of special lecture of Hon'ble Union Agriculture Minister on 'Balanced Use of Fertiliser' is organised on 22.10.2019

World Food Day was organised on 16.10.2019

Mass plantation programme was organised by KVK, Angul on 17.9.2019: Inaugurated by ADM, Angul and saplings were distributed on this occasion

Pashu Arogya Mela was organised on 11.9.2019 and lunching programme by Hon'ble Prime Minister was live telecasted

Swachhta Hi Sewa programme is continuing from 11.9.2019 to 2.10.2019

KVK, Angul awarded with Pandit Deen Dayal Upadhyay Krishi Vigyan Rashtriya Protshahan Puraskar 2018-19 for the Zone V (ICAR-ATARI, Kolkata) during ICAR Foundation Day

A Field Day for control of Mango Sooth Blotch has been organised by CHES, Bhubaneswar in collaboration with KVK, Angul on 23.6.2019

Akshaya Tritiya has been celebrated on 7.5.2019 graced by the Collector & District Magistrate, Angul

Scientific Advisory committee Meeting has been conducted on 12.3.2019

Collector & District Magistrate along with Project Director, DRDA visited KVK on 12.12.2018

Technological Week was organised from 1.12.2018 to 6.12.2018

World Soil Day was organised on 5.12.2018 at Zilla Parishad Conference Hall in collaboration with State Agriculture Department graced by the Collector & District Magistrate, Angul

Women in Agriculture Day was celebrated on 4.12.2018 inside KVK Campus

Agricultural Education Day was celebrated on 3.12.2018

Download KVK Sandesh app

Dr. Sati Shankar Singh

Director, Zone- V

ICAR-ATARI, Kolkata  

Prof. Pravat Kumar Roul

Daen, Extension Education

OUAT, Bhubaneswar

Hon'ble Vice Chancellor

OUAT, Bhubaneswar

KVK Portal

M Kisan

Skill India

KVK Sandesh

Soil Portal

RELATED LINKS

 OUAT

 ICAR

 ICAR-ATARI, Kolkata

 KVKs of India

 National Crop-Weather Outlook

 Weather Report

 IMD

Dept. of Agriculture, Odisha

Agricultural Meteorology

Agricultural Marketing

Senior Scientist & Head

Krishi Vigyan Kendra, Angul has opened tremendous opportunities for income and employment generation at the district level. This farmer centric extension machinery facilitates development of farming community through capacity building, frontline demonstrations, on farm research trials, vocational programmes, extension activities for massive dissemination and percolation of technological interventions. Need based measures to promote diversification, value addition, processing and innovative marketing are also being initiated. Keeping in view the significance of holistic approach, KVK also works in a convergence model with line department officials and other development agencies. KVK is always busy in setting research and extension agenda to carry forward the technologies to the people and empower for their better living.

 

 

Visitors' Hit Counters Free Hit Counter

Disclaimer: This is the Official Web Portal of Krishi Vigyan Kendra, Angul and Krishi Vigyan Kendra, Angul is the owner of this portal. 

The portal is developed and maintained by Programme Assistant (Computer), Krishi Vigyan Kendra, Angul

Last updated: 02-11-2019 18:03:45